ବରୁଡିକୁଦ ଗ୍ରାମ ରେ ସରସ୍ବତୀ ପୁଜା ଅନୁଷ୍ଠିତ 

ନିଆଳୀ (ଖବର )ନିଆଳୀ ନିର୍ବାଚନ ମଣ୍ଡଳୀ ଦ୍ୱୀପାଞ୍ଚଳ ସ୍ଥିତ ବରୁଡିକୁଦ ଗ୍ରାମ ରେ ମା ବୀଣାପାଣି ଙ୍କ ପୂଜାର୍ଚନା ଯଥାବିଧି ରେ ଅନୁଷ୍ଠିତ ହୋଇ ଯାଇଛି ଗ୍ରାମ ଯୁବକ ମାନଙ୍କ ଦ୍ୱାରା ଦୀର୍ଘ ବାର ବର୍ଷ ହେବ ମା ଙ୍କର ପୂଜାର୍ଚନା ଆୟୋଜନ ହୋଇ ଆସୁଅଛି, ଲଲାଟକେଶରୀ ଜେନା, ବିଶ୍ୱନାଥ ଜେନା, ବାପି ରାଉତରାୟ, ସ୍ମୁତି ରଞ୍ଜନ ରାଉତରାୟ, ଲଳିତେନ୍ଦୁ ଜେନା, ସିପୁ ଜେନା, ଡୁଡୁ ଜେନା, ଆଦିତ୍ୟ ରାଉତରାୟ, ସ୍ମୁତି ରଞ୍ଜନ ଜେନା, ମନୋଜ କୁମାର ରାଉତରାୟ, ସୌମ୍ୟ ରଞ୍ଜନ ଜେନା, ରଞ୍ଜନ ରାଉତରାୟ, ରାକେଶ ରଞ୍ଜନ ରାଉତରାୟ, ପ୍ରିନ୍ସ ରାଉତରାୟ, ସିମନ୍ତ ଶେଖର ଜେନା, ବରଦାକାନ୍ତ ଜେନା ବଳରାମ ଜେନା ପ୍ରମୁଖ ଯୁବକ ମାନେ ଆୟୋଜନ କରିଥିଲେ. ଅଞ୍ଚଳ ର ବିକାଶ ସମୃଦ୍ଧି ଏବଂ ଭାଇ ଚାରା ରେ ରହିବା ପାଇଁ ମା ଙ୍କ ପାଖରେ ପ୍ରାର୍ଥନା କରିଥିଲେ ସେଇପରି ବିଭିନ୍ନ ସ୍ଥାନ ରେ ମାଙ୍କର ପୂଜାର୍ଚନା ଅନୁଷ୍ଠିତ ହୋଇ ଯାଇଛି ମହାତ୍ମା ଗାନ୍ଧୀ କମ୍ପ୍ୟୁଟର ସେଣ୍ଟର, କସର୍ଦା କଲେଜ ଏରଞ୍ଚ କଲେଜ, ନିଆଳୀ କଲେଜ, ଗୋବିନ୍ଦପୁର କଲେଜ, ଅଡ଼ଶପୁର କଲେଜ, ସହ ବିଭିନ୍ନ ବିଦ୍ୟାଳୟ ଅନୁଷ୍ଠାନ ରେ ଯଥାବିଧି ରେ ଅନୁଷ୍ଠିତ ହୋଇ ଯାଇଛି.

Leave a Reply

Your email address will not be published. Required fields are marked *