କେସିସି ବ୍ୟାଙ୍କ ସମ୍ପାଦକ ଦାଇତ୍ୱ ନେଲେ ଓସୂର୍ୟ୍ଯରତ୍ନ। ଦିବଙ୍ଗତ ଡିଆରସିଏସ ସଦାନନ୍ଦଙ୍କ ପାଇଁ ଶୋକସଭା। ଜୟପୁର,୩୧।୧: କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପାଦକ ଭାବରେ ଦାଇତ୍ୱ ନେଲେ ଓସୂର୍ୟ୍ଯରତ୍ନ ମହାନ୍ତି ପୂର୍ବତନ ବ୍ୟାଙ୍କ ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକ ଙ୍କ ଅବସର ପରେ ସମବାୟ ପ୍ରସିକ୍ଷଣ ପ୍ରତିଷ୍ଠାନରେ କାର୍ଯ୍ୟରତ ଓସୂର୍ୟ୍ଯରତ୍ନ ମହାନ୍ତିଙ୍କୁ ରାଜ୍ୟ ସରକାର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି।
କେସିସି ବ୍ୟାଙ୍କ ସମ୍ପାଦକ ଦାଇତ୍ୱ ନେଲେ ଓସୂର୍ୟ୍ଯରତ୍ନ।
