ଆମେରିକା ସେନା ହାଇ ଆଲର୍ଟରେ ,ଯେ କୌଣସି ମୁହୂର୍ତ ରେ ହୋଇପାରେ ବଡ ଷ୍ଟ୍ରାଇକ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ଉପରେ ଚାପ ବଢ଼ାଇବା ପରେ ଆନ୍ତର୍ଜାତୀୟ ରାଜନୀତିରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ମାଦୁରୋଙ୍କୁ କ୍ଷମତାରୁ…